ଗଜମୂର୍ଖ

ଉଇକିଅଭିଧାନ‌ରୁ

ଗଜମୂର୍ଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ଉପମା)[ସମ୍ପାଦନା]

୧. ଗଜ ପରି ମୂର୍ଖ; ଅତି ମୂର୍ଖ ବା ନିର୍ବୁଦ୍ଧିଆ — ୧. Very stupid or foolish; dunce.

ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଁ ଭଞ୍ଜ. ବୈଦେହୀଶବିଳାସ

୨. ଗଣେଶ (ପ୍ରକୃତିବାଦ) —୨. Deity Gaṇeṡa.