କଙ୍କର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କର
ଉଚ୍ଚାରଣ: Kaṅkara

ସଂ. ବି. (କଂ= ଶବ୍ଦାନୁକରଣ ଧ୍ଵନି+କୃ ଧାତୁ= କରିବା +କର୍ତ୍ତୃ. ଅ; ତୁଳ. ଇଂ. କଙ୍କ୍ରିଟ୍) —

୧: ବାଲିଗରଡ଼ା; ସାନ ଗୋଡ଼ି — ୧. Concrete; gravel; pabbles; grit.

୨: (କଂ=ଜଳ+କୃ ଧାତୁ+କର୍ତ୍ତୃ. ଅ)— ତନ୍ତ୍ର; ଘୋଳ ଦହି —୨. Churned sour milk.

ସଂ. ବିଣ. —

କର୍କଶ —Rough; having grathing sound.