କଁପରିଗିନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଁପରିଗିନା
ଉଚ୍ଚାରଣ: Kañpariginā

ପ୍ରାଦେ. (ସମ୍ବଲପୁର) ବି —

ସିନ୍ଦୁର ଆଦି ଗୋଳିବାରେ ବ୍ୟବହୃତ ଖୁବ ଛୋଟ ଗିନା; ସିନ୍ଦୂରଗୋଳା — A very small pot (for the purpose of holding red lead for the toilet).