କଂକର୍ତ୍ତବ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂକର୍ତ୍ତବ୍ୟ
ଉଚ୍ଚାରଣ: Kiṁkarttabya

ସଂ. ବି. (କିମ୍=କଅଣ+କର୍ତ୍ତବ୍ୟ=କରିବା ଉଚିତ) —

୧: କିଂକର୍ତ୍ତବ୍ୟବିମୁଢ଼ ଘଟଣାଚକ୍ର; ଯେଉଁ ଅବସ୍ଥାରେ ମନୁଷ୍ୟକୁ କିଛି ବୁଦ୍ଧି ଦିଶେ ନାହିଁ — ୧. Awkward situation or predicament.

୨: ଅବଶ୍ୟକର୍ତ୍ତବ୍ୟ ବିଷୟ — ୨. Unavoidable duty.

୩: କେଉଁ କାର୍ୟ୍ୟକରିବାକୁ ଉଚିତ ବା ଆବଶ୍ୟକ — ୩. What is to be done.

ସଂ. ବିଣ —

ଅବଶ୍ୟକରଣୀୟ; ଅନିବାର୍ୟ୍ୟ — What ought to be done; which must be done; unavoidable.

ଦେ. ବିଣ —

୧: କିଂକର୍ତ୍ତବ୍ୟମୂଢ଼ — ୧. Dumb-founded; confounded; bewildered.

୨: ନାଚାର୍ —୨. Helpless; having no other atternative; cornered.