କଂସାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂସାଇ
ଉଚ୍ଚାରଣ: Kaṁsāi
কসাই कसाइ

ବୈଦେ. ବି. (ଆ. କସ୍ସାଇ) —

୧: ଯେ ପଶୁ ହତ୍ଯା କରି ମାଂସ ବିକେ — ୧. Butcher.

୨: କଂସାଇ ପରି ନିଷ୍ଠୁର ବ୍ୟକ୍ତି — ୨. A person as cruel as a butcher.

୩: (ସଂ. କଂସାବତୀ)— କାଂସବାଂସ ନଦୀ; ବାଲେଶ୍ବର ଜିଲ୍ଲାର ନଦୀବିଶେଷ —୩. The name of a river in Balasore.

୪: (ସଂ. କପିଶା) ମେଦିନୀପୁର ଜିଲ୍ଲାର ନଦୀବିଶେଷ — ୪. A river in Midnapur district.

୫: ଏକଜାତୀୟ ଚେମଡ଼ା ସରୁ ଲତା; ଏହା ଲଇରୂପେ ବ୍ୟବହୃତ ହୁଏ —୫. A kind of fibrous creeper used as bandage to tie things.

ବିଣ —

ଅତି ନିଷ୍ଠୁର (ବ୍ୟକ୍ତି) — Very cruel (person).