କଅଁଳ ନିଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳ ନିଦ
ଉଚ୍ଚାରଣ: Kaañḻa nida
কাঁচানিঁদ कत्र्प्रानिँद

ଦେ. ବି. (ସଂ. କୋମଳ+ନିଦ୍ରା) —

୧: ଅପକ୍ବ ନିଦ;ଭଲରୂପେ ମେଣ୍ଟି ନ ଥିବା ନିଦ — ୧. Not fully enjoyed sleep.

୨: ନାଳିନିଦ; ଛାଇନିଦଠାରୁ ଗାଢତର କିନ୍ତୁ ଗଭୀର— ନିଦଠାରୁ ଲଘୁତର ନିଦ —୨. Light sleep.