କଅଁଳ ଭାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳ ଭାତ
ଉଚ୍ଚାରଣ: Kaañḻa bhāta

ଦେ. ବି. (ସଂ. କୋମଳ+ଭକ୍ତ) —

ବେଶି ସିଝି ତୂଳା ପରି ନରମା ହୋଇଯାଇଥିବା ଭାତ — Rice overboiled to softness.