କଅଁଳା କଅଁଳି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳା କଅଁଳି କରିବା
ଉଚ୍ଚାରଣ: Kaañḻā kaañḻi karibā

ଦେ. କ୍ରି —

୧: ନାନାଭାବରେ ଫୁସୁଲାଇବା — ୧. To coax; to cajole.

୨: କୋମଳ ବଚନ କହି ସନ୍ତୁଷ୍ଟ କରିବା — ୨. To please by soft or oily words.