କଇଦିଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଦିଖାନା
ଉଚ୍ଚାରଣ: Kaidikhaānā
কএদখানা कैदखाना

ବୈଦେ. ବି. (ଆ. ଜୟଦ୍ଖାନା) —

ଜେଲ୍ଖାନା; କାରାଗାର; ବନ୍ଦିଶାଳା — Prison; jail.