ବକୁଳି

ଉଇକିଅଭିଧାନ‌ରୁ

ବକୁଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳ୍ଳଳ)[ସମ୍ପାଦନା]

୧. ନାକଭିତରୁ ଛାଲ ଛାଡ଼ିବା ଭଳି ମଳ —୧. Layer of dried up phlegm inside the nostrils.
୨. କ୍ଷତସ୍ଥାନର ଶୁଷ୍କ ଚମ ବା ଚୋପା —୨. Dry skin or peel of a healing wound or sore.