ଷଟ୍କ

ଉଇକିଅଭିଧାନ‌ରୁ

ଷଟ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଷଷ୍+ସ୍ୱାର୍ଥେ କ)[ସମ୍ପାଦନା]

ଛଅ ପରସ୍ତିଆ; ଛଅଗୁଣିଆ — Sixfold (Apte).

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଛଅ ସଂଖ୍ୟା —୧. The number six.
୨. (ବୈଦ୍ୟକ) ଶୁଣ୍ଠି, ପିପ୍ପଳି, ମରିଚ, ଚଇକାଠ, ଚିତାମୂଳ ଓ ପିପ୍ପଳୀମୂଳର ମିଶ୍ରଣ —୨. A mixture of six bitter herbs.
୩. ଛଅବସ୍ତୁର ସମାହାର —୩. An aggregate of six things.