ପଇଖାନା

ଉଇକିଅଭିଧାନ‌ରୁ

ପଇଖାନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଖାନା; ପାୟଖାନା)[ସମ୍ପାଦନା]

୧. ପାଇଖାନା; ମଳ ତ୍ୟାଗର ସ୍ଥାନ —୧. Latrine; privy.
୨. ଝା଼ଡ଼ା ଫେରିବା — ୨. Passing of stools

(ଯଥା—ପିଇଖାନାକୁ ଯିବା)

୩. ମଳ; ବିଷ୍ଠା —୩. Order; stools.

(ଯଥା—ପଇଖାନା ଫେରିବା)