ରକ୍ତ ଦାନ

ଉଇକିଅଭିଧାନ‌ରୁ

ରକ୍ତ ଦାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତ ଦେବା—କ୍ରିୟାରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ଆଧୁନିକ)—କୌଣସି ରକ୍ତହୀନ ରୋଗୀକୁ ବଞ୍ଚାଇବା ପାଇଁ ତା ଦେହରେ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନସିଦ୍ଧ ରୀତିରେ କେତେକ ବିଶୁଦ୍ଧ ରକ୍ତ ପୂରାଇବା ପାଇଁ ନିଜଦେହରୁ ଡାକ୍ତରଙ୍କଦ୍ୱାରା ରକ୍ତ ନିଆଯିବା ପଇ ଦେବା —Letting some blood to be taken out of one's body by the doctor in infuse it into the body of a bloodless patient.
୨. (ଲକ୍ଷଣାର୍ଥ) ଅନ୍ୟ ପାଇଁ ନିଜର ପ୍ରାଣ ଉତ୍ସର୍ଗ ବା ପ୍ରାଣପାତ କରିବା —୨. Sacrificing one's life for the benifit of another.