କ୍ଷୀରାବ୍ଧିଶାଯୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରାବ୍ଧିଶାୟୀ
ଉଚ୍ଚାରଣ: Kshīrābdhiṡāyī

ସଂ. ବି. (କ୍ଷିରାବ୍ଧି+ଶାୟିନ୍; ୧: ମା. ୧: ବ.) —

ବିଷ୍ଣଙ୍କର ନାମବିଶେଷ — A name of Bishṇu.

[ ଦ୍ର—କ୍ଷୀରସାଗରସ୍ଥ ବୈକୁଣ୍ଠରେ ବାସ କରନ୍ତି ବୋଲି ବିଷ୍ଣୁଙ୍କର ଏହି ନାମ ପୁରାଣରେ ଅଛି ଯେ ମହାପ୍ରଳୟ କାଳରେ ବିଷ୍ଣୁ ବାସୁକୀ ନାଗର କୁଣ୍ଡଳୀକୃତ ଦେହରେ ଶୟ୍ୟା ରଚନା କରି ଶୋଇ ପ୍ରଳୟାର୍ଣ୍ଣବ (କ୍ଷୀରସାଗର)ରେ ଭାସୁଥିଲେ ଓ ତାଙ୍କ ନାଭିକମଳରୁ ନାଡ଼ ବାହାର ହେଲା ଓ ସେଥିରେ ପଦ୍ମଟିଏ ଫୁଟିଲା ସେହି କମଳରୁ ବ୍ରହ୍ମା ଜାତ ହୋଇ ପୁନର୍ବାର ପୃଥିବୀ ସୃଷ୍ଟି କଲେ]