ଥକାଇବା

ଉଇକିଅଭିଧାନ‌ରୁ

ଥକାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ)[ସମ୍ପାଦନା]

୧. ସ୍ଥଗିତ କରିବା — ୧. To stop.

ନିଜ ନୟନେ ଥକାଇ ନୀରକୁ କବିସୂର୍ଯ୍ୟ. ସଙ୍ଗୀତ

୨. ସ୍ତମ୍ଭିତ କରିବା —୨. To make dumb.
୩. ଶ୍ରାନ୍ତ କରାଇବା —୩. To tire.
୪. କଥା କହୁ କହୁ ମଝିରେ ମଝିରେ ତୁନି ହୋଇଯିବା — ୪. To stop or halt during a talk.