ଚଇତା

ଉଇକିଅଭିଧାନ‌ରୁ

ଚଇତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତନ୍ୟ)[ସମ୍ପାଦନା]

ଚୈତନ୍ୟର ଅନାଦରବ୍ୟଞ୍ଜକ ଡ଼ାକନାମ —Name for calling Ch&aline;i̱tanya.

ଚଇତା ! ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉଁ ଥାଉଁ କହିଥା—ଢ଼ଗ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତ୍ୟ)[ସମ୍ପାଦନା]

୧. ଚୈତ୍ରମାସ ସମ୍ୱନ୍ଧୀୟ — ୧. Appertaining to the month of Ch&aline;i̱tra.

(ଯଥା—ଚଇତା ପବନ)

୨. ଚୈତମାସରେ ଆମଦାନି କରା ହେବା (ଫସଲ) — ୨. (crop) Harvested in the month of Ch&aline;i̱tra.

(ଯଥା—ଚଇତା ହରଡ଼)