ଷଡ୍ଯନ୍ତ୍ର

ଉଇକିଅଭିଧାନ‌ରୁ

ଷଡ୍ଯନ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚକ୍ରାନ୍ତ — Conspiracy.

[ଦ୍ରଷ୍ଟବ୍ୟ —ତନ୍ତ୍ରୋକ୍ତ ମାରଣ, ବଶୀକରଣ ପ୍ରଭୃତିତ ୬ ଗୋଟି କର୍ମ ସାଧନରୁ ସମ୍ଭବତଃ ଏହି ଷଡ୍ଯନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି]