ଷଟଶକ୍ତି

ଉଇକିଅଭିଧାନ‌ରୁ

ଷଟଶକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍+ଶକ୍ତି)[ସମ୍ପାଦନା]

ବୈଷ୍ଣବ ସାହିତ୍ୟରେ ଶ୍ରୀ କୃଷ୍ଣଙ୍କର ତଥା ରାଧିକାଙ୍କ ଶକ୍ତିରୂପ ଧାରିଣା ଛଅଟି ଦେବୀ —Six Deities supposed to have the Ṡakti of Bhishṇu and Rādhā (in the Baishnaba literature).

[ଉ—ଶ୍ରୀ ବୃନ୍ଦାବତୀ, ରଙ୍ଗଦେବୀ, ଶୁଭଦା, ପ୍ରିୟମ୍ୱଦା ଦେବୀ, ରତ୍ନରେଖା, ନିତ୍ୟାଯୁବତୀ ଏ ଜାଣ ଅଟେ ଷଟ ଶକ୍ତି ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ]