ମକଦମା ଡିଗ୍ରି

ଉଇକିଅଭିଧାନ‌ରୁ

ମକଦମା ଡିଗ୍ରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ମୁକଦମା+ ଇଂରାଜୀ - ଡ଼ିକ୍ରୀ)[ସମ୍ପାଦନା]

୧. ମକଦମାରେ (ଏକପକ୍ଷର) ଜୟଲାଭ —୧. Victory of one of the parties to a suit.
୨. ମକଦମାରେ ବାଦୀର ଜୟଲାଭ —୨. A case being decided in favour of the plaintiff.