ଷଠି ଘରା

ଉଇକିଅଭିଧାନ‌ରୁ

ଷଠି ଘରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଷଷ୍ଠୀ ଓ ଗୃହ)[ସମ୍ପାଦନା]

୧. ଶିଶୁର ଜନ୍ମର ଷଷ୍ଠଦିନ ଅନୁଷ୍ଠିତ ଉତ୍ସବ —୧. The festival observed on the ୬th day of a child's birth.

[ଉ—ପଞ୍ଚୁଆତି ଷଠିଘର ଉତ୍ସବ ଗଲା, ଏକବିଂଶ ଦିବସ ପ୍ରବେଶ ହୋଇଲା ବିଶ୍ୱନାଥ—ବିଚିତ୍ର ରାମାୟଣ]

[ଦ୍ରଷ୍ଟବ୍ୟ —ଏ ଦିନ ଘରେ ପିଠା ଆଦି ପ୍ରସ୍ତୁତ ହୋଇ ୭ଜଣ ଅହ୍ୟ ମାଇପଙ୍କଦ୍ୱାରା ଷଷ୍ଠୀ ଦେବୀଙ୍କୁ ନିବେଦିତ ହୁଏ ଓ ବଣ୍ଟାଯାଏ]

୨. ଗୃହର ଏକ କୋଠରିରେ (ଅର୍ଥାତ୍ ସୂତିକାଗାରରେ) କାନ୍ଥର ଦେହରେ କାଦୁଅଦ୍ୱାରା ଗୋଟିଏ ଲତୁଷ୍କୋଣ ବିଶିଷ୍ଟ କ୍ଷେତ୍ର ବା ଦେବୀ ପୁତ୍ତଳିକା ଛଟାହୋଇ ତହିଁରେ କଉଡ଼ି ମରାଯାଇ ଷଷ୍ଠୀ ଦେବୀଙ୍କ ପୂଜା କରାଯାଏ — ୨. The room (the lying-in-room) in which a quadrilateral figure or the figure of a Goddess of clay is daubed on the wall and worshipped as the image of Shashṭhī debī.