ଷଡ୍ୱିଧ

ଉଇକିଅଭିଧାନ‌ରୁ

ଷଡ୍ୱିଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ଼ବିଧା—ସ୍ତ୍ରୀ) 

(ଷଡ୍ୱିଧ—ଦେଶଜରୂପ)

ସଂସ୍କୃତ - ବିଶେଷଣ - (ଷଟ୍+ବିଧା=ପ୍ରକାର; ବହୁବ୍ରୀହି)[ସମ୍ପାଦନା]

ଛଅ ପ୍ରକାରର Of six kinds or sorts.

(ଯଥା—ରସ ଷଡ୍ୱିଧ ଓ ଗନ୍ଧ ଦ୍ୱିବିଧ ଅଟେ)