କଉଫାସିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଫାସିଆ
ଉଚ୍ଚାରଣ: kauphāsiā
খলসে

খলসী

খলিসা खलसा

ଦେ. ବି. —

କଉଜାତୀୟ ଛୋଟ ମାଛ — A small fish of the class of Anabas.

[ଦ୍ର—ଏମାନଙ୍କ ମୁହଁ ତଳେ ବାଳ ପରି ଦୁଇଟି ନିଶ ଥାଏ, କଉମାଛ ପରି ଏମାନଙ୍କ ଡ଼େଣାରେ କଣ୍ଟା ନ ଥାଏ ଲମ୍ବରେ ଏମାନେ ଛ ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି ଏମାନେ ମଶାଡ଼ିମ୍ବ ଓ କୀଟ ଅବସ୍ଥାରେ ଥିବା ମଶାଙ୍କୁ ଖାଇଯାନ୍ତି]