ପଇଡ଼

ଉଇକିଅଭିଧାନ‌ରୁ

ପଇଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି[ସଂସ୍କୃତ - ପୟଃ=ନଡ଼ିଆ ଗଛ (Apte); ପୟୋଧର= ନଡ଼ିଆ (M.W.); ପୟଃପେଟକ; ପଯଃପେଟୀ=ନଡ଼ିଆ (ହିନ୍ଦୀ - ଶ); ପଇଡ଼ର ସଂସ୍କୃତ - ନାମ—ରୋଚ (ଦ୍ରବ୍ୟଗୁଣ)][ସମ୍ପାଦନା]

କଅଁଳ ନଡ଼ିଆ କସି ନଡ଼ିଆ —Young āocanut fruit.

ମୂଳ ଖୋଜୁଥିଲା ପଇଡ଼ ପାଣି ବଇଦ ବୋଇଲା ଗୀତ ତୋଡ଼ାଣି ଢଗ

[ଦ୍ରଷ୍ଟବ୍ୟ — ନଡ଼ିଆର ଗୋଟମା ବଡ଼ ହୋଇଗଲେ ତା ମଧ୍ୟରେ ଥିବା ଶସ କ୍ରମଶଃ ଟାଣୁଆ ହୋଇଥାଏ ଓ ତହିଁ ମଧ୍ୟରେ ଥିବା ଜଳର ପରିମାଣ କମି ଯାଉଥାଏ ଶସ ଲହୁଣୀ ପରି କୋମଳ ଥିବ ଅବସ୍ଥାରେ ଓ ନଡ଼ିଆ ମଧ୍ୟରେ ବେଶି ଜଳିଥିବା ଅବସ୍ଥାରେ ଉକ୍ତ ନଡ଼ିଆକୁ ପଇଡ଼ ବୋଲାଯାଏ. ଏହାର ଜଳ ସୁସ୍ୱାଦୁ ଓ ଜୀର୍ଣ୍ଣ— କାରକ ପଇଡ଼ ଭିତରେ ଥିବା କୋମଳ ଶସ ବା ନାଳି ମଧ୍ୟ ଖାଇବାକୁ ରୁଚିକର ହୁଏ; ପଇଡ଼ ପାଣିରେ କଥୁର ମିଶାଇ ତାକୁ କିଛିକ୍ଷଣ କଂସାପାତ୍ରରେ ରଖିଲେ ତାହା ବିଷାକ୍ତ ହୁଏ; ଯେଉଁ ପଇଡ଼ରେ ନାଲି ଲାଗି ନଥାଏ ତହିଁରେ ପାଣି କଷାଳିଆ ଓ ବିସ୍ୱାଦ ନାଳିପଇଡ଼=ଯେଉଁ ପଇଡ଼ର ମଧ୍ୟସ୍ଥ ଶସ ଅତି କୋମଳ ଓ ନାଳୁଆ ହୋଇଥାଏ —A raw cocoanut, the kernel of which is very soft.]