ନକୁଳ

ଉଇକିଅଭିଧାନ‌ରୁ

ନକୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବହିବ୍ରୀହି; ନ=ନାହିଁ+କୁଳ=ବଂଶ)[ସମ୍ପାଦନା]

୧. ମହାଦେବ —୧. Siba.
୨. ନେଉଳ —୨. Ichneumon; mongoose.


୩. ୪ର୍ଥ ପାଣ୍ଡବ; ମାଦ୍ରୀଙ୍କ ପ୍ରଥମ ପୁତ୍ର — ୩. The ୪th Pāṇḍaba brother.

[ଦ୍ରଷ୍ଟବ୍ୟ — ଏ ଅଶ୍ୱିନୀକୁମାରଙ୍କ ଔରସରେ ପାଣ୍ଡୁ ରାଜାଙ୍କର ଦ୍ୱିତୀୟ ପତ୍ନୀ ମାଦ୍ରୀଙ୍କ ଗର୍ଭରେ ସହଦେବଙ୍କ ସହିତ ଜନ୍ମି ଥିଲେ; ନକୁଳ ବଡ଼, ସହଦେବ ସାନ ନକୁଳ ଦେଖିବାକୁ ଅତି ସୁନ୍ଦର ଓ ନୀତି— ଶାସ୍ତ୍ର ଧର୍ମଶାସ୍ତ୍ର ଏବଂ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଥିଲେ ଏ ପଶୁ— ଚିକିତ୍ସା ବିଦ୍ୟା ମଧ୍ୟ ଜାଣୁଥିଲେ ବିରାଟ ଭବନରେ ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ନକୁଳ ତନ୍ତ୍ରିପାଳ ନାମ ଧାରଣ କରି ବିରାଟଙ୍କର ଗୋଚାରଣ କର୍ମରେ ନିଯୁକ୍ତ ଥିଲେ ଏ ଚେଦିରାଜ— କନ୍ୟା କରେଣୁ ମତୀଙ୍କୁ ବିବାହ କରିଥିଲେ ଓ ତାଙ୍କ ଗର୍ଭରୁ ଏହାଙ୍କର ନିରମିତ୍ର ନାମ ପୁତ୍ର ଜନ୍ମି ଥିଲା ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଉପଲକ୍ଷରେ ଏ ପଶ୍ଚିମ ଦେଶସ୍ଥ ରାଜ୍ୟମାନଙ୍କୁ ଜୟ କରିଥିଲେ ଓ ଦ୍ୱାରକାକୁ ଦୂତ ପଠାଇ ବାସୁଦେବ (ଶ୍ରୀକୃଷ୍ଣ)ଙ୍କୁ ଯୁଧିଷ୍ଠିରଙ୍କ ଅଧୀନତା ସ୍ୱୀକାର କରାଇଥିଲେ (ହିନ୍ଦୀ - ଶ)]

୪. ପୁତ୍ର (ହିନ୍ଦୀ - ଶ) —୪. A son.
୫. ପ୍ରାଚୀନ କାଳର ଏକପ୍ରକାର ବାଜା (ହି ଶ) — A kind of musical instrument used in ancient India.
(ନକୁଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

କୁଳହୀନ —Having no family or pedigree or caste.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଆରବୀ - ନୁକଲ) ମାଦକ ଦ୍ରବ୍ୟ ସେବନ ପରେ ଖିଆ ଯିବା ମୁଖ ରୋଚକ ପଦାର୍ଥ; ଚାଟ୍ —୧. Something eaten after swallowing any intoxicating drug or liquor.

=== ଦେଶଜ - ବିଶେଷ୍ୟ - (ପୁଂ)

ଲୋକଙ୍କ ନାମ — A name given to males.