ଛତର
ଛତର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତ୍ର)[ସମ୍ପାଦନା]
- ୧. ଅନ୍ନସତ୍ର; ଯେଉଁଠାରେ ରନ୍ଧା ଭାତ ପ୍ରଭୃତି ଖାଦ୍ୟ କଙ୍ଗାଳମାନଙ୍କୁ ବଣ୍ଟାଯାଏ; ସଦାବ୍ରତ — ୧. A place where boiled rice is freely distributed to beggars (without distinchtion); a public kitchen.
- ୨. ଜଳସତ୍ର —୨. A place where water is dis tributed free to thirsty travellers.
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଛତ୍ର)[ସମ୍ପାଦନା]
ଛତା —Umbrella.
ଛ ଅକ୍ଷର ହୋଇଛି ଛତର ଯେ ସତି ପ୍ରାଚୀ. ବ୍ରହ୍ମନିରୂପଣ ଗୀତା