ବହୁତ

ଉଇକିଅଭିଧାନ‌ରୁ

ବହୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବହୁ; ଢୁଳ. ସଂସ୍କୃତ - ପ୍ରଭୂତ= ପ୍ରା. ବହୁଅ)[ସମ୍ପାଦନା]

୧. ବହୁ; ବାହୁଳ —୧. Many; multifarious.
୨. ଅତ୍ୟନ୍ତ; ପ୍ରଭୂତ —୨. Much.
୩. ଅତ୍ୟଧିକ — ୩. Excessive.
୪. ଅଧିକ ପରିମିତ —୪. Exten-sive.
୫. ପ୍ରଚୁର; ପର୍ଯ୍ୟାପ୍ତ —୫. Abundant.

ଅଳପ ଦିନକୁ ବହୁତ କଥା ଝୁରି ମରିବାକୁ କଲା ବିଧାତା—ଢ଼ଗ


ଦେଶଜ - କ୍ରି.ବିଶେଷଣ - ଓ ବିଣର ବିଶେଷଣ - (ସଂସ୍କୃତ - ବହୁତଃ)[ସମ୍ପାଦନା]

୧. ଅନେକ ପରିମାଣରେ —୧. In large quantity.
୨. ଅନେକ ପ୍ରକାରେ —୨. In many ways.
୩. ଅତ୍ୟନ୍ତ — Very much.

ଦେଶଜ - ବିଶେଷ୍ୟ - (ଶୁଭବାଚନ)[ସମ୍ପାଦନା]

'୧': ସଂଖ୍ୟା — (euphemism) Number '୧'; one.

[ଦ୍ରଷ୍ଟବ୍ୟ —ଧାନ ମାପୁଣୀମାନେ ପ୍ରଥମ ଗଉଣୀକ ଧାନ ମାପିବାବେଳେ 'ଏକ' ସଂଖ୍ୟା ମୁହଁରେ ନ କହି 'ବହୁତ', 'ଭଉ', 'ରାମ', 'ଜଗନ୍ନାଥ' ଆଦି ଶବ୍ଦମାନ ଉଚ୍ଚାରଣ କରନ୍ତି]