ଥମେଇବା

ଉଇକିଅଭିଧାନ‌ରୁ

ଥମେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରି.—(ସଂସ୍କୃତ - ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ)

୧. ଥମିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Thamibā'.
୨. ବନ୍ଦ କରିବା —୨. To stop; to cause to stop; to bring to a standstill.
୩. ଶାନ୍ତ କରିବା —୩. To appease; to quiet.
୪. ଥଣ୍ଡା କରିବା —୪. To cool down.
୫. ଅଟକାଇବା —୫. To detain; to restrain.