ପଇଠ ଦେବା
ପଇଠ ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
[ପଇଠ ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଅନ୍ୟ ବ୍ୟକ୍ତି ନିକଟରେ ଧନ ବା ବସ୍ତୁ ପହଞ୍ଚାଇବା —୧. To pay or deliver a thing or money to a person.
- ୨. (ଖାତକ) ଋଣ କାଗଜର ପୃଷ୍ଠରେ ମହାଜନ ନିକଟରେ ଦାଖଲ କରିଥିବା ଋଣ ବାବଦ୍ ଟଙ୍କା ବା ଧାନର ପରିମାଣ ଉଲ୍ଲେଖ କରିବା —୨. To endorse the part payment of a loan on the back of a bond.