ବକ ଧାର୍ମିକ

ଉଇକିଅଭିଧାନ‌ରୁ

ବକ ଧାର୍ମିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକଧାର୍ମିକତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ଉପମାନ କର୍ମଧାରୟ; ବକସଦୃଶ ଧାର୍ମିକ)[ସମ୍ପାଦନା]

୧. ଭଣ୍ଡଧାର୍ମିକ; ଭଣ୍ଡ ତପସ୍ୱୀ; ଧର୍ମବକ — ୧. Hypocritical in religious observances.
୨. କପଟାଚାରୀ —୨. Hypocritical.

[ଦ୍ରଷ୍ଟବ୍ୟ —ବକ ପାଣି କୂଳରେ ମାଛ ପାଇଁ ଟାକି ବସିଲା ବେଳେ ତାହାର ଗାମ୍ଭୀର୍ଯ୍ୟବ୍ୟଞ୍ଜକ ଠାଣିରୁ ତାର ମାଛ ମାରିବା ଉଦ୍ଦେଶ୍ୟ ଦର୍ଶକ ଠଉରାଇ ନ ପାରିବା ଭଳି ଯେଉଁ ଲୋକ ସାଧୁତାର ବାହାନା କରେ ତାପ୍ରତି ଏ ବିଶେଷଣ ପ୍ରୟୋଗ କରାଯାଏ]