ପୂର୍ବ

ଉଇକିଅଭିଧାନ‌ରୁ

ପୂର୍ବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ସର୍ବ (ପୂର୍ବ ଧାତୁ+କର୍ତ୍ତୃ. ଅ; ପୂର୍ବେ ସର୍ବ ପ୍ରଥମେ ଦେବତା— ମାନେ ଏହି ଦିଗରେ ବାସ କରିଥିଲେ ବୋଲି ଏହାର ନାମ ପୂର୍ବ ହୋଇଥିବା ବିଷୟ ପୁରାଣରେ ଅଛି)[ସମ୍ପାଦନା]

୧. ଆଦି; ପ୍ରଥମ —୧. First; original.
୨. ପ୍ରଥମେ ବା ଆଗେ ଘଟିଥିବା — ୨. Preceding; foregoing.
୩. ଅତୀତ; ପ୍ରାଚୀନ; ପଶ୍ଚାଦ୍ୱର୍ତ୍ତୀ; ପୁରାକାଳୀନ — ୩. Former; prior; past; ancient; previous.
୪. ପ୍ରଥମେ ବୋଲାଯାଇ ଥିବା; ପୂର୍ବୋକ୍ତ — ୪. Aforesaid; previously mentioned.
୫. ସମଗ୍ର —୫. Whole; entire.
୬. ଅଗ୍ର୍ୟ —୬. Situated before; placed infront.
୭. ଊର୍ଦ୍ଧ୍ୱସ୍ଥ (ଯଥା—ପୂର୍ବକାୟ) —୭. Upper; fore.
୮. ପ୍ରାଚ୍ୟ ଦେଶୀୟ —୮. Eastern; oriental.
୯. ଜ୍ୟେଷ୍ଠ —୯. Elder.
୧. ସୂର୍ଯ୍ୟ ଯେଉଁ ଦିଗରୁ ଉଦିତ ହୁଅନ୍ତି — ୧୦. The east.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ବହୁବଚନ) ବଡ଼ବଡ଼ୁଆ; ପୂର୍ବ ପୁରୁଷ ଗଣ — ୧. Ancestors; forefathers.
୨. (ବହୁବଚନ) ଅତୀତକାଳର ବ୍ୟକ୍ତିମାନେ — ୨. The ancients.
୩. କାରଣ —୩. Reason; cause.
୪. ଇତିବୃତ୍ତ —୪. History; legend; annals.

ବିଣ—(ଅନ୍ୟ ଶବ୍ଦ ପରେ ଘଟିଥିବା ଆଦି ଅର୍ଥରେ ବ୍ୟବହୃତ)[ସମ୍ପାଦନା]

ପୂର୍ବେ ହୋଇଥିବା —Happened before.

(ଯଥା—ଅଶ୍ରୁତପୂର୍ବ=ପୂର୍ବେ ଯାହା ଶୁଣା ନ ଥିଲା; ଅଦୃଷ୍ଟପୂର୍ବ =ପୂର୍ବେ ଯାହା ଦେଖା ନ ଥିଲା; ଅଭୁତପୂର୍ବ=ପୂର୍ବେ ଯାହା ହୋଇ ନ ଥିଲା; ଭୂତପୂର୍ବ=ପୂର୍ବେ ଯାହା ହୋଇଥିଲା)