କ୍ଷଣିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣିନୀ
ଉଚ୍ଚାରଣ: Kshaṇinī

ସଂ. ବିଣ. ସ୍ତ୍ରୀ (କ୍ଷଣ+ଇନ୍+ଈ) —

କ୍ଷଣୀର ସ୍ତ୍ରୀଲିଙ୍ଗ — Feminine of Kshaṇī.

ସଂ. ବି —

ରାତି —Night.