ଚଉବଳ

ଉଇକିଅଭିଧାନ‌ରୁ

ଚଉବଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂ ଚତୁର୍+ବଳ)[ସମ୍ପାଦନା]

୧. (ଏଥିରେ ପ୍ରତ୍ୟେକ ବ୍ୟକ୍ତିର ୨ ହାତ ଓ ୨ ଗୋଡ଼, ଏପରି ୪ଟି ଅଙ୍ଗର ବଳ ପରୀକ୍ଷା କରାଯିବାରୁ) ଦୁଇଜଣଙ୍କ ମଧ୍ୟରେ ଏକପ୍ରକାର ବଳକସାକସି କସରତ୍ — ୧. An athletic test of strength between two persons, like a tug of war, with a stick.

[ଦ୍ରଷ୍ଟବ୍ୟ —ଏଥିରେ ୨ଜଣ ମନୁଷ୍ୟ ପରସ୍ପର ଆଡ଼କୁ ମହଁକରି ଦୁଇ ଗୋଡ଼କୁ ଆଗକୁ ଲମ୍ୱାଇ ବସନ୍ତି ଓ ପରସ୍ପରଙ୍କ ଗୋଡ଼ର ତଳିପା ପରସ୍ପର ସଙ୍ଗେ ଲଗାନ୍ତି; ମଝିରେ ଖଣ୍ଡିଏ ବାଡ଼ିକୁ ଦୁହେଁଯାକ ପରସ୍ପରର ଦୁଇହାତଦ୍ୱାରା ଧରନ୍ତି ଦହେ ପରସ୍ପରଙ୍କ ପାଦକୁ ଠେଲୁଥାଆନ୍ତି ଏଣେ ହାତଦ୍ୱାରା ବାଡ଼ିକୁ ପରସ୍ପର ଆଡ଼କୁ ଟାଣୁ ଥାଆନ୍ତି ଯାହା ଆଡ଼କୁ ବାଡ଼ିଖଣ୍ଡ ଟାଣିହୋଇ ଆସେ ତାହାର ବଳ ବେଶି ହେଲା ଓ ସେ ଜିତିଲା ବୋଲି ଅବଧାରିତ ହୁଏ]

୨. ଚତୁରଙ୍ଗବଳ —୨. The army consisting of ୪ branches (e.g. infantry, cavalry, elephants and cars.
୩. ଚଉସାର; ପଶା ଖେଳ —୩. The Game of dice.
୪. ସଦରଞ୍ଜି ଖେଳ —୪. The Game of chess.