ଗଙ୍ଗାସାଗର

ଉଇକିଅଭିଧାନ‌ରୁ

ଗଙ୍ଗାସାଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଗଙ୍ଗା ସମୂଦ୍ରାରେ ମିଳିତ ହେବାର ପ୍ରସିଦ୍ଧ ସ୍ଥାନ —The estuary of the Ganges; the place of special sancitity where the river Ganges joins the ocean.

[ଦ୍ରଷ୍ଟବ୍ୟ —ଏଠାରେ କପିଳମୁନିଙ୍କ ଆଶ୍ରମ ଥିବାର କଥିତ ଅଛି ଓ ଏହି—ଠାରେ ସରଗପୁତ୍ରମାନେ ଭସ୍ମୀଭୁତ ହୋଇଥିଲେ ଏଠାରେ ସହସ୍ର ସହସ୍ର ଯାତ୍ରୀ ମକର ସଂକ୍ରାନ୍ତୀରେ ସ୍ନାନାର୍ଥେ ଉପସ୍ଥିତ ହୁଅନ୍ତି]