ଗଉର କରିବା

ଉଇକିଅଭିଧାନ‌ରୁ

ଗଉର କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ଗୌରବ)[ସମ୍ପାଦନା]

୧. (ସଂସ୍କୃତ - ଗୌରବ) ସମ୍ମାନ କରିବା — ୧. To respect or regard.
୨. (ଆରବୀ - ଗୌର୍)—ଅବଗତ ହେବା — ୨. To come to know; to take cognisance of.