କଉଁକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଁକ୍ଷ
ଉଚ୍ଚାରଣ: Kauñksha

ଗ୍ରା. ବି. (କ ଠାରୁ କ୍ଷ ପର୍ଯ୍ୟନ୍ତ; ଏଥିରେ ପ୍ରତି ପଦର ଆଦ୍ୟ ଅକ୍ଷର ଯଥାକ୍ରମେ କ, ଖ, ଗ, ଘ ଏହିପରି କ୍ଷ ପର୍ଯ୍ୟନ୍ତ ଥିବାରୁ) —

ଚଉତିଶା (ଦେଖ) Chautiṡā (See)