କଉଣସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଣସି
ଉଚ୍ଚାରଣ: Kauṇasi
কোন कैनसा

ଦେ. (ପଦ୍ୟ) ସର୍ବ. (ସଂ. କିମ୍; ପ୍ରା. କବଣ) —

୧: କୌଣସି; କେଉଁ; କି — ୧. Which; what.

କଉଣସି କଥା କାମନା ନ କରିବି କୃଷ୍ଣସିଂହ, ମହାଭାରତ, ଆଦି

୨: କେହି ଜଣେ ଲୋକ ବା ପ୍ରାଣୀ ବା ବସ୍ତୁ — ୨. A certain person, animal or thing.