କଉତୁକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉତୁକା
ଉଚ୍ଚାରଣ: kautukā

ଗ୍ରା. (ପଦ୍ୟ) ବିଣ. (ସିଂ. କୌତୁକ) —

ସୁନ୍ଦର; ମନୋହର — Beautiful; charming.

କୃଷ୍ଣର ପାଦପଦ୍ମ ରେଖା ତେଣୁ ଏ ଦିଶେ କଉତୁକା ଜଗନ୍ନାଥ, ଭାଗବତ