କଉପିନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉପିନି
ଉଚ୍ଚାରଣ: Kaupini
কপী कफनि

ଗ୍ରା. ବି. (ସଂ. କୌପୀନ) —

କୌପୀନ; ଲେଙ୍ଗୁଟି; ଚୀର— ବସନ A narrow strip of rag worn to cover the private parts.

[ଦ୍ର—ବ୍ରହ୍ମଚାରୀ ଓ ବୈରୀଗୀମାନେ ଏହା ପିନ୍ଧନ୍ତି]