କକରଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକରଶ
ଉଚ୍ଚାରଣ: Kakaraṡa

ଗ୍ରା. ବିଣ (ସଂ. କର୍କଶର ଅଶୁଦ୍ଧ ଉଚ୍ଚାରଣ) —

୧: କର୍କଶ —୧. Harsh; grating.

୨: ଟାଣୁଆଁ —୨. Hard.

୩: ଜ୍ବର ଆଦି ରୋଗ ଆକ୍ରମଣ କରିବା ପୂର୍ବରୁ ଭିଡ଼ି ମୋଡ଼ି ହେବା (ଦେହ) —୩. Feeling sickly (before an attack of fever); indisposed.

ଗ୍ରା. ବି —

୧: ଜ୍ବରଆଦି ରୋଗ ଆକ୍ରମଣ କରିବା ପୂର୍ବରୁ ଦେହ ଭିଡ଼ି ମୋଡ଼ି ହେବା ଅବସ୍ଥା — ୧. A feeling of sickliness before an attack of fever.

୨: ଖରାପ ଭାବ —୨. Ill-feeling.

ମନରେ ଅଛି କକରଣ,ମିଛେ ବୋଲେ ବନ୍ଧୁ ବସ ବସ—ଢଗ