କକୁଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଦ୍
ଉଚ୍ଚାରଣ: Kakud

ସଂ. ବି (କ=ସୁଖ+କୁ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଦ୍) —

୧: ବୃଷଭର ଚୂଳ — ୧. The hump on the shoulder of the Indian bull.

୨: ପର୍ବତ ଶୃଙ୍ଗ; ପାହାଡ଼ର ଚୂଳ — ୨. Summit or peak of a mountain.

୩: ଛତ୍ର—ଚାମରାଦି ରାଜଚିହ୍ନ — ୩. Insignia of royalty.

ସଂ. ବିଣ —

ଶ୍ରେଷ୍ଠ; ପ୍ରଧାନ — Chief; principal.