କଙ୍କଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଟ
ଉଚ୍ଚାରଣ: Kaṇkaṭa

ସଂ. ବି. (କଂ=ବାୟୁକୁ+କଟ୍ ଧାତୁ=ଆବରଣ କରିବା +କର୍ତ୍ତୃ. ଅ) —

କବଚ; କର୍ମ; ସାଞ୍ଜୁ; ଉରସ୍ତ୍ରାଣ — Coat of mail; breast-plate.