ଖଞ୍ଜ ପଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜ ପଟିବା
ଉଚ୍ଚାରଣ: Khan̄ja paṭibā

ଦେ. ବି. —

୧: କୌଣସି ସାଧନରେ ଉପଯୁକ୍ତ ସୁବିଧା ଯୁଟିବା ବା ଅବସର ମିଳିବା — ୧. The happening of a suitable opportunity for doing a thing.

୨: ଗୋପନ ପରାମଶ ନିମନ୍ତେ ମନ ମିଳିବା — ୨. Secret agreement between two persons.

(ଯଥା— ସେ ଦୁହିଙ୍କର ଖୁବ୍ ଖଞ୍ଜ ପିଟିଛି)