ଖଡ଼କାବାଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼କାବାଜ୍
ଉଚ୍ଚାରଣ: Khaṟḍ̠akābāj

ଦେ. ବି. (ସମ୍ଭବତଃ ଫରକାବାଦରୁ ପ୍ରଥମେ ଆସିଥିବାରୁ) —

ଓଡ଼ିଶାରେ ଉତ୍ପାଦିତ ଏକପ୍ରକାର ଉତ୍ତର— ଭାରତୀୟ ବିଲାତି ଆଳୁ — A species of potato acclimatised in Orissa.

[ଦ୍ର—ଏହି ଆଳୁ ଏହି ଦେଶର ମ଼ଞ୍ଜିରୁ ଲଗାଯାଏ ଏ ଆଳୁ ଗଛରେ ଫୁଲ ଧରେ ଏବଂ ଭେଜୀ ବାଇଗଣ ପରି ଫଳ ହୁଏ]