ଗଉରୀ

ଉଇକିଅଭିଧାନ‌ରୁ

ଗଉରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଗୌରୀ)[ସମ୍ପାଦନା]

୧. ପାର୍ବତୀ —୧. Pārbatī

ବାମଦେବ କିପାଁ ଗଉରୀକି କାଳୀବୋଲନ୍ତି ଥିଲା ଏ ସଂଶୟ ଭଞ୍ଜ. ବୈଦେହୀଶବିଳାସ

୨. ଗୋରୋଚନା —୨. Bright Yellow pegment obtained from a dead cow.

ବଇରି ମାରି ଗଉରୀ ଲଭ ବୋଲି ଗଉରୀ ଚିତ୍ରକ ଦେଇ— ଭଞ୍ଜ. ବୈଦେହୀଶବିଳାସ

୩. ଗୈରୀ (ଦେଖ) - ୩. G&aline;&uline;rī (See)

ଗ୍ରାମ୍ୟ - (ପଦ୍ୟ)ବିଶେଷଣ -[ସମ୍ପାଦନା]

ଗୋରୀ — (woman) of fair complexion.

କାଞ୍ଚନ ଗଉରୀ ବିଚାର, ବଞ୍ଚନ ବିଧିକି ବିରଚିବାର, ମୁଞ୍ଚ ଧନ ମୁଁ ପରିଚାର କବିସୂର୍ଯ୍ୟ. ସଙ୍ଗୀତ