ଗଛିଗାଛି

ଉଇକିଅଭିଧାନ‌ରୁ

ଗଛିଗାଛି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଏକ ପଦାର୍ଥର ସମସ୍ତ ଅଂଶ ଅନ୍ୟ ପଦାର୍ଥର ସମସ୍ତ ଅଂଶ ସଙ୍ଗେ ଯଥାକ୍ରମେ ମେଳ— ହେବା —୧. In a completly fitting with each other (said of two things).
୨. ଉତ୍ତମରୂପେ ସଜ୍ଜିତ କରି — ୨. In a well-arranged manner; in a shipshape manner.

ଦେଶଜ - ବିଶେଷଣ -[ସମ୍ପାଦନା]

ପରସ୍ପର ଯୋଗ୍ୟ ବା ସମକକ୍ଷ — Befitting each other; tallying with each other.