ଗଜଗାମୀ

ଉଇକିଅଭିଧାନ‌ରୁ

ଗଜଗାମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଜଗାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗଜ+ଗମ୍ ଧାତୁ+କତ୍ତୃ. ଇନ୍; ୧ମା.୧ବ)[ସମ୍ପାଦନା]

୧. ହସ୍ତ୍ୟାରୋହୀ; ଯେ ହାତୀରେ ଚଢ଼ି ବାଟ ଚାଲେ — ୧. (a person) Riding on an elephant.
୨. ହାତୀ ପରି ଯେ ଧୀରେ ଧୀରେ ଚାଲେ — ୨. (a person) Whose gait is like that of an elephant; of stately gait.