ଗଜବନ୍ଧ

ଉଇକିଅଭିଧାନ‌ରୁ

ଗଜବନ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶିଳ୍ପ ଓ ଖୋଦନ କାର୍ଯ୍ୟରେ ହାତୀଚିତ୍ର ଅଙ୍କନର ବନ୍ଧ ବା ରୀତିବିଶେଷ — ୧. A king of depicting elephants in architecture and carving.
୨. ଚାଳଘର କିଆରି କରିବାର ଦେଶୀୟ ଶିଳ୍ପପ୍ରଣାଳୀ ବା ଭାଗବିଶେଷ —୨. One of the designs for building a thatched house (prevalent in India.)
୩. ଚିତ୍ରକାବ୍ୟବିଶେଷ; ଏଥିର ଅକ୍ଷରମାନଙ୍କୁ ସଜାଇଲେ ଗୋଟିଏ ହ୍ତୀର ଆକାର ହୁଏ—(ହିନ୍ଦୀ - ଶବ୍ଦସାଗର) ୩. A kind of picturesque composition.