ଗଜବନ୍ଧନ

ଉଇକିଅଭିଧାନ‌ରୁ

ଗଜବନ୍ଧନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଜ+ବନ୍ଧନ)[ସମ୍ପାଦନା]

୧. ହାତୀଶାଳ — ୧. Stable or shed for elephants.
୨. ହାତୀବନ୍ଧା ଦଉଡି —୨. A chain for tying the elephant to a post; tether.
୩. ଆଲାନ; ହାତିଖୁଣ୍ଟ — ୩. Post for tying elephants.