ଘଡ଼ିକେ

ଉଇକିଅଭିଧାନ‌ରୁ

ଘଡ଼ିକେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)
  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଘଡ଼ିକ ଉତ୍ତାରେ — ୧. After an hour; after ୪୫ minutes.
୨. କିଛି ସମୟ ପରେ —୨. After a while.

ଗୋପ ଯୁବତୀ ନଦୀ କୂଳେ ଘଡ଼ିକେ ଜାଣିଲେ ସକଳେ ଜଗନ୍ନାଥ ଦାସ—ଭାଗବତ