ଘତ
ଘତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗତି)[ସମ୍ପାଦନା]
- ୧. ବାଦ୍ୟ ବଜାଇ ଗୀତ ବୋଲିବା ପୂର୍ବରୁ ବାଦ୍ୟଯନ୍ତ୍ରରେ କରାଯିବା ସ୍ୱରଜ୍ଞାପକ ଶବ୍ଦ; ବାଦ୍ୟ ଯନ୍ତ୍ର ବାଦିତ ପ୍ରାଥମିକ ସ୍ୱରସଂଯୋଗର ଗତି — ୧. Introductory twanging or striking of musical instruments before actual music begins
- ୨. ରୀତି; ଢଙ୍ଗ; ଧରଣ — ୨. Mode; manner; fashion.
- ୩. ଚତୁରତା —୩. Cleverness; skill.
- ୪. ବାଦ୍ୟଯନ୍ତ୍ର ସ୍ୱର — ୪. The tune of a musical instrument.